ଆମର୍‌ ହାତେଁ ଅଛେ ଚାବି

ଓଡ଼ିଆ ସାହିତ୍ୟ

ଆମର୍‌ ହାତେଁ ଅଛେ ଚାବି
ଯେନ୍‌ମାନେ ଆମ୍‌କୁଁ ନାଇଁ ଶୁନନ୍‌ ନାଇଁ ପଢ଼ନ୍‌ କି ନାଇଁ ଠଠାନ୍‌ ସେମାନ୍‌କୁଁ କର୍‌ମା ଦାବି : " ଆମର୍‌ ଭାଷାକେ ସ୍ବୀକାର୍‌ କରୁନ୍‌ " ନାଇଁପାର୍‌ବାର୍‌ ଭାବି ଆମର୍‌ ହାତେଁ ରହିଛେ ପରେ ଆମର୍‌ ଭାଷାର୍‌ ଚାବି ଆମେ ଖୁଲିଦେଲେଁ ତାଲା ଦେଶର୍‌ ଲୁକେ କହିପକାବେ " ଇଟା କାଣା ହେଇଗଲା! " ପଢ଼ାଲେଖା ଛାଡ଼ି ଯାହା ଭିଲ୍‌ କଲେଁ ହଉଥିମା ଗୁଲ୍‌ଗୁଲା ଉନିଆ ଠାନେ ନାଇଁ ମିଲନ୍‌ କେଭେଁ ଆମ୍‌କୁଁ ବୁଝ୍‌ଲାବାଲା

What's Your Reaction?

like

dislike

love

funny

angry

sad

wow